Will POSCO return to Odisha ? || ODISHA PULSE ||

Поделиться
HTML-код
  • Опубликовано: 30 окт 2024

Комментарии • 12

  • @pabitramohandas6943
    @pabitramohandas6943 7 часов назад +3

    ଆପଣଙ୍କୁ ମଧ୍ୟ ପ୍ରତ୍ୟଭିନନ୍ଦନ ସହ ଶୁଭେଚ୍ଛା 🎉

  • @Rajanibiswal2024
    @Rajanibiswal2024 6 часов назад +3

    ଦୂର୍ଗା ଭାଈ ଆପଣ ଙ୍କ ପାଇଁ ଆଜିର ଦିନ ଟି ସୁଭ ହେଉ

  • @srikantparida6335
    @srikantparida6335 4 часа назад

    Good News

  • @gayadharpatra3233
    @gayadharpatra3233 5 часов назад

    Sir, congratulations.

  • @rkbehera1241
    @rkbehera1241 7 часов назад +1

    Good news sir

  • @SunilBehera-w6s
    @SunilBehera-w6s 7 часов назад +2

    ଜୟ ଜଗନ୍ନାଥ ❤❤😂

  • @RanjanBehera-ge1kf
    @RanjanBehera-ge1kf 7 часов назад +2

    ☀️ Very Very Thanks BJP Govt. 🙏 🌷🌹🌷

  • @piyushrajkumar15
    @piyushrajkumar15 6 часов назад +2

    ମିଛ ଖବର ପୋସ୍କୋ ଆସିଲେ ମାଡ଼ ହେବ ବେଈମାନ କମ୍ପାନୀ. ଓଡ଼ିଆ ଙ୍କୁ ସରକାର ହୁଅନ୍ତୁ କିମ୍ବା ଗଣମାଧ୍ୟମ ହୁଅନ୍ତୁ ଆଉ ବୋକା ବନେଇପାରିବେନି ଏବେ ଓଡ଼ିଆ ଜାଗ୍ରତ ହେଇଗଲେଣି. ବିଜେପି ସରକାର ମନେ ମନେ ଗୁଡ ଖାଇବା ବନ୍ଦ କରୁ. ପାଞ୍ଚ ମାସ ହେଇଗଲା ଓଡ଼ିଆ ଯେଉଁ କାରଣ ପାଇଁ ଏମାନଙ୍କୁ ଭୋଟ ଦେଇଥିଲେ ସେ ବିଷୟରେ ଏମାନେ ଏ ପର୍ଯ୍ୟନ୍ତ ପଦେ ବି କହୁନାହାନ୍ତି. ବିଜେଡି କଣ ତାଡୁଥିଲା ନା ଏମାନେ ସବୁ ଓଲଟାଉ ଦେବେ କିଛି ନୁହେଁ. ଯେଉଁ ଦୁର୍ନୀତି ହେଇଛି ତାର ପର୍ଦାଫାଶ ହେବା ଯିଏ ଦୋଷୀ ତାକୁ କଠୋର ଦଣ୍ଡ.

  • @sumankar6856
    @sumankar6856 5 часов назад

    Happy Diwali, Durga Babu !!

  • @debendranarayandash9040
    @debendranarayandash9040 2 часа назад

    ଆପଣ କଥା ସତ ହେଉ

  • @jayhind6187
    @jayhind6187 7 часов назад

    ପୋଷ୍କ କେବେବି ଓଡିଶା ଅlଉ ଆସିବନି ଏହା ମିଥ୍ୟା କଥା |

  • @pramodkumarrout7641
    @pramodkumarrout7641 2 часа назад

    ସନ୍ଦେହ ଲାଗୁଛି।କାରଣ କେହି ଚାହାଁନ୍ତି ନାହିଁ କେନ୍ଦୁଝର ରେ ଶିଳ୍ପ ପ୍ରତିଷ୍ଠା ହେଉ।କେନ୍ଦୁଝର ରୁ ଖଣିଜ ପଦାର୍ଥ ନେବେ କିନ୍ତୁ କେନ୍ଦୁଝର କୁ କିଛି ମିଳିବ ନାହିଁ। ଅତୀତ ରେ ଆରସେଲର- ମିତଲ ଫେରିଗଲା ।କେତେଦୂର ସଫଳ ହେବେ ସରକାର ଭବିଷ୍ୟତ ରେ ଜଣାଯିବ।